ବିରାଟ କୋହଲି ୩ ଟେଷ୍ଟ ସିରିଜ ଖେଳିବେ ନାହିଁ
AUS v IND ହେବାକୁ ଯାଉଥିବା ଟେଷ୍ଟ ସିରିଜ ବିରାଟ କୋହଲି ୪ ସିରିଜ ରୁ ୩ ସିରିଜ ସେ ଖେଳିପାରିବେ ନାହିଁ |
ଆଗକୁ ହେବାକୁ ଯାଉଥିବା ୪ ଟେଷ୍ଟ ସିରିଜରୁ ବିରାଟ କୋହଲି ୩ ସିରିଜ ଖେଳିବେ ନାହିଁ , ସେ ପ୍ରଥମ ଟେଷ୍ଟ Day/Night ମ୍ୟାଚ ଖେଳି ଇଣ୍ଡିଆକୁ ଫେରିଆସିବେ କାରଣ ତାଙ୍କର ପ୍ରଥମ ପିଲା ହେବାକୁ ଯାଉଥିବାରୁ |
ଟିମ ଇଣ୍ଡିଆରେ କ୍ୟାପ୍ଟିନ ବିରାଟ କୋହଲି ଅନୁପସ୍ଥିତ ରହିବଯୋଗୁ ଅଷ୍ଟ୍ରେଲିଆ ଫାଷ୍ଟ ବଲୱର Pat Cummins (ପଟ କୁମମୀନସ ) ମଧ୍ୟ କିଛି ମ୍ୟାଚରେ ଖେଳି ନ ପାରନ୍ତି |
Michael Vaughan କଣ ବିରାଟ କୋହଲି ଓ ରୋହିତ ଶର୍ମା କହିଛନ୍ତି
Michael Vaughan କହିଛନ୍ତି ” ଅଷ୍ଟ୍ରେଲିଆ ରେ ୩ ଟେଷ୍ଟ ସିରିଜରେ ବିରାଟ କୋହଲି କରିବେନି , ତାଙ୍କ ଜନ୍ମ ହେବାକୁ ଯାଉଥିବା ପିଲା ପାଇଁ ଭାରତ ଫେରିଯିବା ଉଚିତ ଅଟେ | କିନ୍ତୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଅତି ସହଜରେ ଜିତିଯିବ |”
No @imVkohli for 3 Tests in Australia .. The right decision going to be at the birth of his first child .. but it means Australia will win the series quite easily IMO .. #JustSaying
— Michael Vaughan (@MichaelVaughan) November 10, 2020
IPLରେ ରୋହିତ ଶର୍ମାର ଭଲ ପ୍ରଦର୍ଶନ ଦେଖି Michael Vaughan କହିଛନ୍ତି ” କୋଣସି ପ୍ରଶ୍ନ ନ କରି ରୋହିତ ଶର୍ମା ଇଣ୍ଡିଆର ଟି-୨୦ ର କ୍ୟାପ୍ଟିନ ହେବ ଉଚିତ ଅଟେ | ସେ ଟି-୨୦ରେ ଭଲ ଲିଡର ,ଭଲ ଟିମ ମେନଜମେଣ୍ଟ ଓ ଟିମ କୁ କଉ ଭଳିଆ ଜିତେଇ ହବ ତାଙ୍କୁ ଭଲ ଭାବେ ଜଣା | ତାଙ୍କୁ ଟି-୨୦ ର କ୍ୟାପ୍ଟିନ କରିବାରେ କରିବାରେ ଚାନ୍ସ ମିଳିବ ଦରକାର |”
“Without question, Rohit Sharma should be the Indian T20 captain.. fantastic man-manager & leader.. & he knows exactly how to win T20 games .. it would also give Virat chance to take a breather and just be the player .. it’s works for all other teams around the world..#IPL2020,” Michael Vaughan tweeted.