ବଜାରକୁ ଆସିଲା କ୍ୟାସଵ୍ୟାକ ଆପ | ଡିଜେଲ ଓ ପେଟ୍ରୋଲ ବିଲ ଉପରେ ପଚାଶ ପ୍ରତିଶତ (୫୦%) କ୍ୟାସଵ୍ୟାକ |

Spread the love

ମାର୍କେଟ୍କୁ ଗୋଟେ ନୂଆ Android ଆପ ଆସିଛି , ଯାହା ତାର ଉଜର ମାନଙ୍କୁ କ୍ୟାସଵ୍ୟାକ ଦଉଚି  | ଏହି ଅପକୁ ଡେଭେଲପ କରିଛନ୍ତି ଦିଲ୍ଲୀର ଜଣେ ଏଣ୍ଟେରପ୍ରେନେଓର ” ରାହୁଲ ଶର୍ମା ” ,ତାଙ୍କର ଲଖ୍ୟ ଯେ ଲୋକ ମାନଙ୍କୁ କେମିତି କ୍ୟାସଵ୍ୟାକ ଦେଇପାରିବେ ଡିଜେଲ, ପେଟ୍ରୋଲ ଓ ମଦ ଉପରେ |

ବର୍ତମାନ ଦେଶରେ କରନା(Covid-19)ର ଭୟ ବ୍ୟାପିରହିଅଛି | ଯାହାଫଳରେ ଲୋକ ବାହାରକୁ ନ ବାହାରିପାରିବା କାରଣରୁ ସମସ୍ତ ସାମଗ୍ରୀର ଦାମ ବଡିବାରେ ଲାଗିଛି , ବିଶେଷକରି  ଡିଜେଲ ଓ ପେଟ୍ରୋଲ ଏବଂ ଅନ୍ୟ ଜିନିଷରେ ମଧ୍ୟ (LPG gas ,CNG gas) | ଏହାକୁ ଦେଖି  ରାହୁଲ ଶର୍ମା FYOOL App କୁ ବାହାର କରିଛନ୍ତି | ଆପଣ ୫୦% ପର୍ଯ୍ୟନ୍ତ କ୍ୟାସଵ୍ୟାକ ପାଇପାରିବେ କେବଳ ପେଟ୍ରୋଲ,ଡିଜେଲ,ଏଲ୍-ପିଜି,ସିଏନ୍‌ଜି ଗ୍ୟାସର ବିଲକୁ ଉପଲୋଡ କରିକି |

ଏହି ଆପ୍ ବ୍ୟବହାରକାରୀଙ୍କୁ ପେଟ୍ରୋଲ, ଡିଜେଲ, ସିଏନଜି ଓ ମଦ କିଣିବା ପରେ ଏହି ଆପ୍ ମାଧ୍ୟମରେ ପେମେଣ୍ଟ କଲେ ଆପଣଙ୍କୁ ୫୦ ପ୍ରତିଶତ ଟଙ୍କା ଫେରସ୍ତ ମିଳିବ । କ୍ୟାସବ୍ୟାକ୍ ହୋଇଥିବା ରାଶିରେ ଆପଣ ଘରୋଇ ସାମଗ୍ରୀ କିଣି ପାରିବା ସହିତ ଅନ୍ୟ କାହାକୁ ବି ଟଙ୍କା ପଠାଇ ପାରିବେ । ହେଲେ ଏହି କାରବାରେ ଆପଣଙ୍କୁ କେତେ ପ୍ରତିଶତ ରାଶି କ୍ୟାସବ୍ୟାକ୍ ମିଳିବ ତାହା ଆପଣଙ୍କ କାରବାର ଉପରେ ନିର୍ଭର କରେ ।

FYOOL, the new cashback app saves money on fuel and liquor

ଏହି ଆପ୍ ରେ ମିଳୁଥିବା କ୍ୟାସବ୍ୟାକ୍ ପେଟିଏମ ବା ଅନ୍ୟ ଆପ୍ ମାନଙ୍କ ଦ୍ୱାରା ମିଳୁଥିବା କ୍ୟାସବ୍ୟାକ୍ ଠାରୁ ସମ୍ପୁର୍ଣ୍ଣ ଅଲଗା । ଏହି ଆପ୍ ରେ ଆପଣଙ୍କୁ ସିଧା ସଳଖ କ୍ୟାସବ୍ୟାକ୍ ମିଳିବ ନାହିଁ । ସାମଗ୍ରୀ କିଣିବା ପରେ ମଳୁଥିବା ରସିଦକୁ ଆପଣ ଫଟୋ ଉଠାଇ ଏହି ଆପ୍ ରେ ଅପଲୋଡ କରନ୍ତୁ । ଏହା ପରେ ଏହି ଆପ୍ କୁ ଆପଣଙ୍କ କ୍ୟାସ୍ ବ୍ୟାକ୍ ରାଶି ଆସିଯିବ । ଏହି କ୍ୟାସବ୍ୟାକ୍ ରାଶିକୁ ଆପଣ ଆପଣଙ୍କ ଇଚ୍ଛା ମୁତାବକ ଖର୍ଚ୍ଚ କରିପାରିବେ । ଏହି ଆପ୍ ରେ ଆପଣ ୨ ହଜାର ଟଙ୍କାର ବିଲ୍ କୁ ଅପଲୋଡ କରିପାରିବେ । ଏହା ଠାରୁ ଅଧିକତମ ରାଶିର ରସିଦ ଅପଲୋଡ କଲେ ଆପଣଙ୍କୁ କ୍ୟାସ୍ ବ୍ୟାକ୍ ମିଳିବ ନାହିଁ ।

ଫିଓଲ ଆପ୍କୁ  କିପରି Download କରିବେ ?

ବର୍ତମାନ ଫିଓଲ ଆପ୍  ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ହୋଇଛି | ଆପଣ ଗୁଗଲ ପ୍ଲେଷ୍ଟୋରକୁ ଯାଇ ସର୍ଚ୍ଚ କରନ୍ତୁ  FYOOL ଓ ତାପରେ ଅନ୍ୟ ଆପ୍ ଭଳି ଏହାକୁ ଇନଷ୍ଟଲ କରି ଦିଅନ୍ତୁ | ଫିଓଲ ଆପ୍ ର IOS version ନଭେମ୍ବର ଶେଷ ସୁଧା ମିଳିବାର ସୁଚନା ରହିଅଛି |


Spread the love

Leave a Reply

Your email address will not be published. Required fields are marked *