ପବନରୁ ପାଣି ବନେଇହବ
ପାଣି,ଜଳ ୱାଟର ଗୋଟେ adult ହୁମାନ ବୋଡିରେ ୭୦% ଜଳ ରହିଥାଏ | ବାୟୁମଣ୍ଡଳରେ ପାଣିତ ବହୁତ ଅଛି ,କିନ୍ତୁ ରିପୋର୍ଟ ଅନୁସାରେ 2021 ପର୍ଯ୍ୟ୍ତ ଇଣ୍ଡିଆର 21 ସିଟିରେ ପାନିୟ ଜଳ ଶେଷ ହେଇଯିବ ଯଉଥିରେ ଦିଲ୍ଲୀ,ବାଙ୍ଗାଲୋର ବଡ ସହର ସାମିଲ ଅଛି ,ଆଉ ଚେନ୍ନାଇ କଥା ଆପଣ ମାନେ ଜାଣିଥିବେ | ଏହା ଗୋଟେ ବଡ ସମସ୍ୟା |
ଏହି ପାଣି ସମସ୍ୟାକୁ ଦୁର କରିଛନ୍ତି ଚେନ୍ନାଇର ପ୍ରଫେସର | ସେ ଏକ ମେସିନ୍ ବାହାର କରିଛନ୍ତି ଜଉଟା କି ପବନରୁ ପାଣି ବାହାର କରିପାରିବ | କଥା ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ | ଏହି କାମକୁ ସଫଳ କରେଇ ଦେଖେଇଛନ୍ତି IIT, ମାଡ୍ରାସର chemistry ଦିପାର୍ଟମେଣ୍ଟ ପ୍ରଫେସସର ଟ.ପ୍ରଦୀପ ଓ ତାଙ୍କ ଛାତ୍ର ରମେଶ ସୋନି ,ଅଙ୍କିତ ନଗର ମିଶିକି ବନେଇଛନ୍ତି ଏହି machine ବାୟୁଜଳ (vayujal )| ଏହି machine atmospheric ର ହୁମିଡ଼ିଟିକୁ ବଦଳେଇ ଦିଏ ସଫା ପିଇବା ପାଣିରେ | ଏହି ଟେକ୍ନୋଲୋଜି କୁ Atmospheric Water Generator(AWG ), ମାନେ ପବନରୁ ପାଣି ବନେଇବା |
IIT, ମାଡ୍ରାସର chemistry ପ୍ରଫେସସର ଟ.ପ୍ରଦୀପ କହିଛନ୍ତି ” About 1bilion liter of water is present in the form of humidity per person in atmosphere, So about pulling a liter bit of that ” |
ଏହି ମସିନ କାମ କେମିତି କରେ
ଟ.ପ୍ରଦୀପ କହିଛନ୍ତି ଯେମିତି ଗଛ ତାର ପ୍ରକେୟା କରେ ଏ ମସିନ ମଧ୍ୟ ସେଇ ଭଳିଆ କାମ କରେ | ଏ ମସିନ ପବନରୁ ୱାଟର ମଲିକୁଲ୍ ସଂଗ୍ରହ କରେ , ତାପରେ evaporator ହୁଏ ,ପାଣି ଫିଲଟର ହୋଇ ସେଥିରେ ମିନେରାଲ ମିଶାଯାଏ ଯାହାକି କ୍ୟାଲସିଉମ,ମ୍ୟାଗନେସିଉମ,ସୋଡିଉମ | ତାପରେ ସେ ପାଣି ପିଇବା ପାଇଁ ଉପଯୋଗୀ | ଏ ହେଉଛି ପବନରୁ ପାଣି ଭଳିଆ ଅମୂଲ୍ୟ ଜିନିଷ ବାନେବାର ଟ୍ୱେକନିକ |
ଏ ମସିନ ଯଉଠି ଲାଗିଛି ପ୍ରତେକ ଦିନ 100ରୁ 400 ଲିଟର ପାଣି ବନେଇବାରେ ସକ୍ଷମ ଅଟେ | ୩୦ ଲିଟର ମସିନର ଦାମ ୫୦୦୦୦ ଟଙ୍କା ଓ ଏ ମସିନ fully ସୋଲାର ସିଷ୍ଟମ ଅଟେ | ଗୋଟିଏ ଦିନରେ ୮୦୦୦ ଗ୍ଳାସ ପାଣି ବନେଇ ହବ |