କେବିସି-୧୨ ର ପ୍ରଶ୍ନ ସେଫ ବିକାଶ ଖାନାଙ୍କ ଉପରେ
ଅମିତାଭ ବଚ୍ଚନଙ୍କ ଶୋ କୌନ ବନେଗା କରୋଡପତି-୧୨ ର ହଟ ସିଟରେ ବସିଥିଲେ ଓସୱାନ ଜହରି(Ocean Johri) | ସେ ଭଲ ଖେଳୁଥିଲେ ,କିନ୍ତୁ ସେ ୫୦ଲକ୍ଷ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ | ଓସିଏନ ଖେଳୁରୁ ବାହାରିଯାଇଥିଲେ ଓ ୨୫ ଲକ୍ଷ ଟଙ୍କା ନେଇ ଘରକୁ ଫେରିଥିଲେ | ନଭେମ୍ବର -୨୪ ଦିନ ଶୋ’ ରେ ତାଙ୍କୁ ପ୍ରଶ୍ନ ପଚାରଯାଇଥିଲା ସେଫ ବିକାଶ ଖାନାଙ୍କ ଉପରେ | ସେଫ ବିକାଶ ଖାନା ତାଙ୍କର ରିଆକ୍ସନ ଟ୍ୱିର୍ଟରରେ ସେୟାର କରିଛନ୍ତି |
କଣ ପ୍ରଶ୍ନ ପଚାରିଥିଲେ ବିକାଶ ଖାନା ଉପରେ ?
ସାଧାରଣତ କୌନ ବନେଗା କରୋଡପତିରେ ଇତିହାସ,ପୋଲିଟିସ ,ବିଜ୍ଞାନ ,ଜେନେରାଲ-ଲୋଲେଜ ବିଷୟରେ ପଚରାଯାଏ | ସେଫ ବିକାଶ ଖାନା ଉପରେ ପଚାର ଯାଇଥିବା ପ୍ରଶ୍ନ ହେଉଛି :-
Which chef started the Feed India campaign which provided rations to the needy across at least 125 cities in India amidst the Covid-19 crisis?
ଅପସନ ଥିଲା :- (A) Manjunath Mural, (B) Sriram Ayiur, (C) Vikas Khanna and (D) Atul Kochhar
ସଠିକ ଉତ୍ତର ହେଉଛି :-Vikas Khanna
ଯାହାକି Ocean Johri ଏହି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ |
ବିକାଶ ଖାନାଙ୍କ ରିଆକ୍ସନ :- ସେ ଏହି ଭଳି ତାଙ୍କ ଉପରେ ବନିଥିବା ପ୍ରଶ୍ନ ଦେଖି ସେ ବହୁତ ଖୁସି ଅଛନ୍ତି ଏବଂ ଟ୍ୱଇଟ କରିଛନ୍ତି “Any Guesses ?”
କଣ ପଚରାଯାଇଥିଲା ୫୦ ଲକ୍ଷ ଟଙ୍କାର ପ୍ରଶ୍ନ ?
ଓସିଏନଙ୍କୁ ୫୦ ଲକ୍ଷ ଟଙ୍କାର ପଚରାଯାଇଥିଆବ ପ୍ରଶ୍ନ ହେଉଛି :-
According to Guinness World Records, which is the largest living organism on earth?
ଅପସନ ଥିଲା :- Blue Whale, Giant sequoia, Great Barrier Reef and A specimen of honey mushroom
ସଠିକ ଉତ୍ତର ହେଉଛି :- A specimen of honey mushroom
ଓସିଏନ କହିଛନ୍ତି ତାଙ୍କର ସପ୍ନ ଥିଲା ଯେ ସେ ଅମିତାଭ ବଚ୍ଚନଙ୍କ ସହ ଦେଖା କରିବା ,ଯଉଟାକି ପୂରଣ ହେଲା | ଏହି ସପ୍ନ ତାଙ୍କ ଡ଼ାଇରିରେ ଲେଖିଥିଲେ | ଯଉଁଥିପାଇଁ ସେ ବହୁତ ଖୁସି ଅଛନ୍ତି |