ଏଶର୍ଯ୍ୟା ରାଜେଶଙ୍କ ଜିବନ କାହାଣି

Spread the love

ଏଶର୍ଯ୍ୟା ରାଜେଶ କଣ କହିଛନ୍ତି ତାଙ୍କ ବିଷୟରେ

ଆକ୍ଟର ଏଶର୍ଯ୍ୟା ରାଜେଶ ତାମିଲ ,ତେଲଗୁ ,ମାଳୟମ ଓ ହିନ୍ଦି ସିନେମା ଜଗତରେ କାମ କରନ୍ତି | ସେ SIIMA Awards,ଏବଂ Filmfare Award South ଜିତି ସାରିଛନ୍ତି |

aishwarya rajesh
image from istragram

ସେ ତାଙ୍କ କେରିଅର ଟିଭି ସିରିଜରୁ ଆରମ୍ଭ କରିଥିଲେ ,ଜଉଟା କମେଡି ଶୋ ଥିଲା ଓ ତା ନାଁ ” Asatha Povathu Yaaru ” ଥିଲା |

ତାଙ୍କ ଜୀବନ କାହାଣି

ଏଶର୍ଯ୍ୟା ରାଜେଶ ହେଉଛନ୍ତି ଚତୁର୍ଥ ପିଲା ତାଙ୍କ ପରିବାରର |  ସେ ଯେତେବେଳେ  ୮ ବର୍ଷ ଥିଲେ ,ତାଙ୍କ ବାପା ମରିଯାଇଥିଲେ | ସେତେବେଳେ ତାଙ୍କ ପରିବାର ବହୁତ କଷ୍ଟରେ ଚଳୁଥିଲେ |ତାଙ୍କ ମା ପରିବାର ଚଲେଇବା ପାଇଁ  LIC ଏଜେଣ୍ଟ କାମ କରୁଥିଲେ | ଏତିକି ପରେ ତାଙ୍କର ୧୨ ବର୍ଷ ବୟସରେ ତାଙ୍କ ବଡ ଭାଇଙ୍କ ମୁର୍ତ୍ତୃ ହେଇଥିଲା ଏବଂ ଆଉ କିଛି ବର୍ଷ ପରେ ତାଙ୍କର ୨ୟ ଭାଇ ରୋଡ ଏସିଡେଣ୍ଟ ମରିଯାଇଥିଲେ ,ଯାହାଫଳରେ ତାଙ୍କ ମା ଓ ପରିବାର ଲୋକେ ବାହୁତ ଭାଙ୍ଗି ପଡ଼ିଥିଲେ |

aishwarya rajesh
image from instagram

 ଏଶର୍ଯ୍ୟା ତା ପରେ ଗୋଟେ ଛୋଟ ଚାକିରି କରିବାକୁ ଲାଗିଲେ |ସେଇଥିରେ ସେ ମାସକୁ ୫ ହଜାର ତାଙ୍କ କମାଉଥିଲେ | ତା ପରେ ସେ ଟିଭି ସିରିଏଲ ରେ କାମ କରିବାକୁ ଚଷ୍ଟା କଲେ ଓ ପରେ କାମ କରିବାକୁ ପାଇଗଲେ | କିନ୍ତୁ ସେଥିରେ ତାଙ୍କୁ ଯେତିକି ଟଙ୍କା ମିଳୁଥିଲା ସେଥିରେ ତାଙ୍କର ପରିବାର ଭଲସେ ଚଳୁନଥିଲା | ପରେ ଫ୍ଲିମ କରିବାକୁ ତାଙ୍କ ମା କହିଲେ ,ସେ ବି ଫ୍ଲିମ କରିବାକୁ ବହୁତ ଚେଷ୍ଟା କଲେ , ଓ ପରେ ଫ୍ଲିମ କରିବାକୁ ପାଇଲେ | ତାଙ୍କ ପ୍ରଥମ ଫ୍ଲିମ ନାଁ “ଅବରଗଲୁମ ଇବାରଗାଲୁମ (Avargalum Ivargalum)” ,ସେଥିରେ ସେ ଅତେ ଭଲ ପ୍ରଦର୍ଶନ କରିଥିଲେ | ପରେ ତାଙ୍କର ସବୁଠୁ ଭଲ ଫିଲ୍ମମ କଲେ ,ଯାହା ପାଇଁ ସେ ସବୁଆଡେ ଚର୍ଚ୍ଚିତ ହେଲେ ,ସେ ଫିଲ୍ମମ ନାଁ ” କାକା ମୁଠାଇ (Kaaka Muttai )” ,ସେହି ଫିଲ୍ମମ ରେ ସେ ମା ରୋଲ କରିଥିଲେ  |  ପରେ ସେ ” କାନା( Kanaa)” ଫ୍ଲିମ ପାଇଁ ଆୱାର୍ଡ ବି ପାଇଥିଲେ |  କାନା ଫ୍ଲିମ ବହୁତ ହିଟ ହେଇଥିଲା |


Spread the love

Leave a Reply

Your email address will not be published. Required fields are marked *