ଏମଆଇଜି-୨୯କେ କ୍ରାସ
ସମୁଦ୍ରର ୭୦-ମିଟର ତଳୁ ଓ ୩୦-ମାଇଲ ଗୋଆ କାଷ୍ଟ ଦୂରରୁ ମିଳିଛି ହଜି ଯାଇଥିବା ପାଇଲଟଙ୍କ ବୋଡି
ହାଇଲାଇଟ
- ଏମଆଇଜି-୨୯କେ (The MiG-29K) ନଭେମ୍ବର-୨୬ରେ କ୍ରାସ ହେଇଥିଲା
- ସେଥିରେ ଥିବା ଦୁଇ ଜଣ ପାଇଲଟ ମଧ୍ୟରୁ ଜଣଙ୍କର ବୋଡି ମିଳିଥିବା ବେଳେ ଆଉ ଜଣଙ୍କର ମିଳିନଥିଲା |
ଏମଆଇଜି-୨୯କେ ନଭେମ୍ବର-୨୬ରେ କ୍ରାସ ହୋଇ ଅରବିଆନ ସମୁଦ୍ରରେ ପଡିଥିଲା | ଏହି ଥିରେ ୨ଜଣ ପାଇଲଟ ଥିଲେ |ସେହିଠିରୁ ଜଣଙ୍କର ବୋଡି ମିଳିଯାଇଥିଲା | କିନ୍ତୁ ସେହିଥିରେ ଥିବା ଆଉ ଜଣଙ୍କର କିଛି ପତା ନ ଥିଲା |
ପାଖାପାଖି ୧୨ ଦିନ ପରେ ଏମଆଇଜି-୨୯କେ ହୋଇଥିବା ଦୁର୍ଘଟଣାରେ ହଜିଯାଇଥିବା କମାଣ୍ଡର ନିଶାନ୍ତ ସିଂଙ୍କ ବୋଡି ମିଳିଛି ,ଯାହା ଇଣ୍ଡିଆନ ନେଭି ଦ୍ୱାରା ଜନାପଡିଛି | ତାଙ୍କର ବୋଡି ସମୁଦ୍ରର ୭୦-ମିଟର ତଳୁ ଓ ୩୦-ମାଇଲ ଗୋଆ କାଷ୍ଟ ଦୂରରୁ ମିଳିଛି |
ଅଫିସିଆଲ ଅନୁସାରେ ,”ଇଣ୍ଡିଆନ ନେଭି ନଭେମ୍ବର-୨୬ରେ ଦୁର୍ଘଟଣାରେ ହଜିଯାଇଥିବା କମାଣ୍ଡର ନିଶାନ୍ତ ସିଂଙ୍କ ବୋଡି ପାଇଛି, ତାଙ୍କର ବୋଡି ସମୁଦ୍ରର ୭୦-ମିଟର ତଳୁ ଓ ୩୦-ମାଇଲ ଗୋଆ କାଷ୍ଟ ଦୂରରୁ ମିଳିଛି “|
ସେହି ଏମଆଇଜି-୨୯କେ ରେ ଦୁଇ ଜଣ ଟ୍ରେନର ପାଇଲଟ ଥିଲେ | ଦୁର୍ଘଟଣା ଜଗୁ ସେଠି ମଧ୍ୟରୁ ଜଣଙ୍କର ବୋଡି ମିଳିଥିବା ବେଳେ ଆଉ ଜଣଙ୍କର ବୋଡି ମିଳିନଥିଲା | କମାଣ୍ଡର ନିଶାନ୍ତ ସିଂଙ୍କ ବୋଡି ଖୋଜିବା ପାଇଁ ଇଣ୍ଡିଆନ ଐରଫୋର୍ସ ,ନେଭି ଲାଗିଥିଲେ |ପରେ ଡ଼ିସେମ୍ବର 7 ତାରିଖରେ ମିଳିଛି ବୋଲି ନେଭି ଅଫିସର କହିଛନ୍ତି |