According to the study, consuming High protein Fruits and vegetables early in the day leads to greater muscle growth.
ଫଳ ପ୍ରୋଟିନର ଏକ ଉତ୍ତମ ଉତ୍ସ ହୋଇଥାଏ , ଯଦିଓ ପନିପରିବା, ଡାଲି, ବାଦାମ ଏବଂ ଅନ୍ୟାନ୍ୟ ପନିପରିବା ରେ ଅଧିକ ପ୍ରୋଟିନ ରହିଥାଏ | ପ୍ରତେକ ମଣିଷ ଦୈନିକ ୫୦ ଗ୍ରାମ ପ୍ରୋଟିନ ଆବଶ୍ୟକତା କରିଥାଏ | ଗୋଟେ କପ ଫଳରେ 1- 10% ପ୍ରୋଟିନ ରହିଥାଏ |
ଅଧିକ ପ୍ରୋଟିନ ଥିବା ଫଳ ହେଉଛି(High Protein Fruits)
- ପିଜୁଳି (Guavas)
- ଆଭୋକାଡୋସ୍ (avocados)
- ଆପ୍ରିକେଟ୍(Apricots)
- କିୱିଫ୍ରୁଟ୍ (Kiwifruit)
- ବ୍ଲାକବେରି(Blackberries )
- କମଳା (Oranges)
- କଦଳି (Bananas)
- କଣ୍ଟାଲୁପ୍ (Cantaloupe)
- ରସବେରି (Raspberries)
- ପିଚଏସ (Peaches)
1.ପିଜୁଳି (Guavas)
Protein per Cup | Protein per 100g | Protein per 200 Calories |
4.2g | 2.6g | 7.5g |
ପ୍ରତେକ ୧୦୦ ଗ୍ରାମ ପିଜୁଳିରେ ୨.୬ ଗ୍ରାମ ପ୍ରୋଟିନ ରହିଥାଏ
2.ଆଭୋକାଡୋସ୍ (avocados)
Protein per Cup | Protein per Cup | Protein per 200 Calories |
3g | 2g | 2.5g |
ପ୍ରତେକ ୧୦୦ ଗ୍ରାମ ଆଭୋକାଡୋସ୍ରେ ୨ ଗ୍ରାମ ପ୍ରୋଟିନ ରହିଥାଏ |
3.ଆପ୍ରିକେଟ୍(Apricots)
Protein per Cup | Protein per Cup | Protein per 200 Calories |
2.2g | 1.4g | 5.8g |
ପ୍ରତେକ ୧୦୦ ଗ୍ରାମ ଆପ୍ରିକେଟ୍ ରେ ୧.୪ ଗ୍ରାମ ପ୍ରୋଟିନ ରହିଥାଏ |
4.କିୱିଫ୍ରୁଟ୍ (Kiwifruit)
Protein per Cup | Protein per Cup | Protein per 200 Calories |
2.1g | 1.1g | 3.7g |
ପ୍ରତେକ ୧୦୦ ଗ୍ରାମ କିୱିଫ୍ରୁଟ୍ରେ ୧.୧ ଗ୍ରାମ ପ୍ରୋଟିନ ରହିଥାଏ |
5.ବ୍ଲାକବେରି(Blackberries )
Protein per Cup | Protein per Cup | Protein per 200 Calories |
2g | 1.4g | 6.5g |
ପ୍ରତେକ ୧୦୦ ଗ୍ରାମ ବ୍ଲାକବେରିରେ ୧.୪ ଗ୍ରାମ ପ୍ରୋଟିନ ରହିଥାଏ |
6.କମଳା (Oranges)
Protein per Cup | Protein per Cup | Protein per 200 Calories |
1.7g | 0.9g | 4g |
ପ୍ରତେକ ୧୦୦ ଗ୍ରାମ କମଳାରେ ୦.୯ ଗ୍ରାମ ପ୍ରୋଟିନ ରହିଥାଏ |
7.କଦଳି (Bananas)
Protein per Cup | Protein per Cup | Protein per 200 Calories |
1.6g | 1.1g | 2.4g |
ପ୍ରତେକ ୧୦୦ ଗ୍ରାମ କମଳାରେ ୧.୧ ଗ୍ରାମ ପ୍ରୋଟିନ ରହିଥାଏ |
8.କଣ୍ଟାଲୁପ୍ (Cantaloupe)
Protein per Cup | Protein per Cup | Protein per 200 Calories |
1.5g | 0.8g | 4.9g |
ପ୍ରତେକ ୧୦୦ ଗ୍ରାମ କମଳାରେ ୦.୮ ଗ୍ରାମ ପ୍ରୋଟିନ ରହିଥାଏ |
9.ରସବେରି (Raspberries)
Protein per Cup | Protein per Cup | Protein per 200 Calories |
1.5g | 1.2g | 4.6g |
ପ୍ରତେକ ୧୦୦ ଗ୍ରାମ କମଳାରେ ୧.୨ ଗ୍ରାମ ପ୍ରୋଟିନ ରହିଥାଏ |
10.ପିଚଏସ (Peaches)
Protein per Cup | Protein per Cup | Protein per 200 Calories |
1.4g | 0.9g | 4.7g |
ପ୍ରତେକ ୧୦୦ ଗ୍ରାମ କମଳାରେ ୦.୯ ଗ୍ରାମ ପ୍ରୋଟିନ ରହିଥାଏ |
These are top 10 Highest in Protein Fruits