Is more salt good for you

Spread the love

Salt is good or not for health….?

ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ ମାରାତ୍ମକ କି ?

ଆମ ମାନଙ୍କ ଲାଇଫରେ ଖାଦ୍ୟ ନିହାତି ଜରୁରି ଅଟେ | ସେହି ଖାଦ୍ୟକୁ ସୁଆଦରେ  ବଢେଇଥାଇ ଲୁଣ | ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ । ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି, ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ଏହି ଲୁଣ ? 

Is more salt good for you ||
ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ ମାରାତ୍ମକ କି ? || odia24.com

ଅଧିକ ଲୁଣ ଖାଇଲେ,ଶରୀର ପ୍ରତି କେତେ ବିପଦ ଡାକି ଆଣିଥାଏ ଲୁଣ, ଆସନ୍ତୁ ଜାଣିବା …

  • ଅଧିକ ଲୁଣ ଖାଇଲେ,ଶରୀର ପ୍ରତି କେତେ ବିପଦ ଡାକି ଆଣିଥାଏ ଲୁଣ, ଆସନ୍ତୁ ଜାଣିବା |
  • ଅତ୍ୟଧିକ ଲୁଣ ସେବନ ହାଇ ବ୍ଲଡପ୍ରେସର, ହାଇପରଟେନ୍‌ସନ ପରି ରୋଗର କାରଣ ବି ହୋଇପାରେ।
  • ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି, ଅଧିକ ଲୁଣ ଖାଇବା ଦ୍ୱାରା ଷ୍ଟ୍ରୋକ ଆଶଙ୍କା ବଢିଥାଏ।
  • ଅତ୍ୟଧିକ ଲୁଣ ସେବନ ଦ୍ୱାରା ଖାଲି କିଡ୍‌ନୀ ଷ୍ଟୋନ ଆଶଙ୍କା ନ ଥାଏ, କିଡ୍‌ନୀ ଜନିତ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ଥାଏ।
  • କେତେକ ଗବେଷଣାରୁ ଜଣାଯାଇଛି, ଅଧିକ ଲୁଣ ଖାଇବା ଦ୍ୱାରା ପେଟ କ୍ୟାନ୍ସର ହେବାର ଆଶଙ୍କା ରହିଛି।
  • ବୟସ ବୃଦ୍ଧି ସାଙ୍ଗକୁ ଅନେକଙ୍କର ହାଡ଼ ଦୁର୍ବଳ ହୋଇଯାଇଥାଏ। ଲୁଣର ଅତ୍ୟଧିକ ସେବନ ଏହାର କାରଣ ବୋଲି ଗବେଷକଙ୍କ ମତ।
  • ଅଧିକ ଲୁଣ ଖାଇଲେ ହୃଦୟର ମାଂସପେଶୀ ବୃଦ୍ଧି ହୋଇଥାଏ। ଏପରି ହେବା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
  • ଅଧିକ ଲୁଣ ସେବନ ମୁଣ୍ଡବ୍ୟଥାର କାରଣ ହୋଇପାରେ।
  • ଶରୀରରେ ଜମା ହୋଇଥିବା ଲୁଣ ଯଦି ବାହାରକୁ ନ ଆସେ ତେବେ ତାହା କିଡ୍‌ନୀ ଷ୍ଟୋନର ରୂପ ନେଇପାରେ।

ଭାତ ଓ ରୁଟି ଏକାସଙ୍ଗେ ଖାଇବା ଭଲ ନା ଖରାପ ?


Spread the love

Leave a Reply

Your email address will not be published. Required fields are marked *