Piranha fish(ପିରାନା ମାଛ)
ପିରାନା ମାଛ ସବୁଠାରୁ ଖତରନାକ ଓ ଖୂଂକାର ମାଛ ଅଟେ .ଏ ମାଛର ଦାନ୍ତ ବହୁତ ଶାର୍ପ(sharp) ଏବଂ ଏ ମାଛର ଦାନ୍ତରେ ଅସ୍ତ୍ର ଶସ୍ତ୍ର ବନାଯାଏ. ଏ ମାଛ ଦେଖିବାରେ ଛୋଟ କିନ୍ତୁ ଗୋଟିଏ ମଣିଷର ହାଡ଼କୁ ଚୁବିବାକୁ ତାକୁ ମାତ୍ର 30sec ଲାଗିବ. ପିରାନା ମାଛ 40-50 ପ୍ରଜାତିରେ ଅଛନ୍ତି ,ସେଠି ମଧ୍ୟରୁ ଲାଲୀ ରଙ୍ଗର ପେଟ ଥିବା ପିରାନା ମାଛ ସବୁଠାରୁ ଖତରନାକ ଅଟେ . ଏ ମାଛ ଯେତେବେଳେ ଶିକାର କରେ ସେ ଦେଖେନାହଁ ଯେ ତାଠୁ ବଡ ୟା ଛୋଟ ଯିବ .ରିପୋର୍ଟ ଅନୁସାରେ ପିରାନା ମାଛ ଶିକାରରେ 2011 ମସିହାରେ 100 ରୁ ଅଧିକ ମସ୍ୟଜୀବି ଆହତ ହେବାର ଖବର ଅଛି.
Payara fish(ପାୟାରା ମାଛ)
ପାୟାରା ମାଛ ପିରାନା ମାଛ ଠାରୁ ବହୁତ ଖତରନାକ ହୋଇଥାଏ | ଏ ମାଛର ମୁହଁରେ ମୋଟା ଚମଡା ଓ ଶାର୍ପ(sharp) ଦାନ୍ତ ପାଇଁ ବହୁତ ଖତରନାକ ହେଇଥାନ୍ତି | ପାୟାରା ମାଛ କୁ vampire ଭାମ୍ପୂୟାର୍(vampire) ମାଛ ମଧ୍ୟ କୁହାଯାଏ | ଏ ମାଛ 4-ଫୂଟ ଯା ଲମ୍ବା ହୁଅନ୍ତି ଓ ନିଜଠୁ ବଡ ମାଛ ବି ଏ ଅଶ୍ୱନୀରେ ଖାଇପାରନ୍ତି | ପାୟାରା ମାଛ ଗୋଟେ ଏମିତି ମାଛ ଯେ ପିରାନା-ମାଛକୁ ଖାଇକି ହଜମ କରିବାର ଶକ୍ତି ଅଛି |
Stone fish(ସ୍ତନେ ଫୀସହ )
stone ମାଛ ଦୁନିଆର ସବୁଠୁ ଖତରନାକ ମାଛ ମାନଙ୍କ ମଦ୍ୟରୁ ଗୋଟେଏ ପ୍ରଜାତିର ମାଛ ଅଟେ | ଏ ମାଛ ଏସିଆର Indo-Pacific ନଦୀରେ ଦେଖାଯାଏ | ଏ ମାଛ ଦେଖିବାରେ ପାଣିରେ ପଡିଥିବା ପଥର ଭଳିଆ ଦେଖାଯାଏ | ଏଇଥି ପାଇଁ ଏ ମାଛକୁ ପଥର-ମାଛ(stone fish) କୁହାଯାଏ | ଏ ମାଛ ପିଠିରେ ବିଷ କଣ୍ଟା ଅଛି | ଯେ କଣସି ବ୍ୟକ୍ତି ଏ ମାଛ କୁ ଛୁଇଁବା ୟା ଧରିବାକୁ ଚେଷ୍ଟା କରିବ ,ଏ ମାଛ ପିଠି ଉପରେ ଥିବା କଣ୍ଟାରୁ ବିଷ ବାହାର କରିଥାଏ | ଏ ମାଛର ଖସିୟତ ୟେ ହେ କି ପାଣି ବାହାରେ ବି 22 ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ପାରିବ | ଏ ମାଛର ବିଷ ଏତେ ଖତରନାକ କି କଣସି ବ୍ୟକ୍ତିଙ୍କୁ ଯଦି ସଙ୍ଗେ ସଙ୍ଗେ ହସ୍ପିଟାଲ (hospital) ନ ନିଆଯିବ ତାହେଲେ ସେହି ବ୍ୟକ୍ତିର ଜିବନ ଖ୍ୟଣିକେ ଭିତରେ ଚାଲିଯିବ |
Electric Eel(ଇଲେକ୍ଟ୍ରିକ ଇଲ୍)
ଇଲେକ୍ଟ୍ରିକ ell ମାଛ South America(ସୋଉତ-ଆମେରିକା) ନାଦିରେ ଦେଖାଦିଏ | ପାଣିରେ ଜିବନ ନେବା ସବୁଠୁ ଖତରନାକ ମାଛ Electric Eel ଅଟେ | ଏ ମାଛକୁ ଛୁଇଁବା ଯାହା ଇଲେକ୍ଟ୍ରିକ ତାରକୁ ଛୁଇଁବା ସେଇୟା, କାରଣ ଏ ମାଛ 600 wattର current ମାରିପାରେ | ଏ ମାଛ ନିଜର ବିପଦ ସଂକେତ ପାଇ ତାର current କୁ 10ଗୁଣା ବଢ଼େଇ ଦିଏ ଯେଇଥି ପାଇଁ ପାଣିରେ ଥିବା କୁମ୍ଭୀର ବି ଏ ମାଛଠୁ ଦୂରରେ ରହିଥାଏ |
Moray Eel(ମୋରେ ଇଲ)
ମୋରେ ଇଲ ମାଛ ସବୁମାଛଠାରୁ ଅଲଗା ଦେଖାଯାଏ ତାର ମୁହଁ ପାଇଁ | ଏ ମାଛ ମୁହଁରେ ୨ଟି jaw ରହିଅଛି | ଗୋଟିଏ jawରେ ସାର୍ପ ଦାନ୍ତ ଓ ଆଉ ଗୋଟେ ଦାନ୍ତ ଭିତରେ ଅଛି | ଏ ମାଛର ଗୋଟେ jaw ଶିକାର କରିବାକୁ ଆଉ ଗୋଟେ jaw ଶିକାରକୁ ଚିରି ଅଲଗା ଅଲଗା କରିବାରେ କାମ କରେ | ଏ ମାଛ ପୁରା ଗୋଟେ ମଣିଷକୁ ଖାଇବାର କ୍ଷ୍ୟମତା ରଖିଥାଏ | ଏ ମାଛର ଆକ୍ରମଣ କାରଣରେ ବହୁତ ମସ୍ୟଜୀବି ଆହତ ହଇଛନ୍ତି |
Saw fish(ସୋ ମାଛ)
ସ୍ଵ ମାଛ 8 feet ରୁ 20 ଫିଟ ପର୍ଯ୍ୟନ୍ତ ଲମ୍ବା ହେଇଥାନ୍ତି | ଏ ମାଛର ନାକ ବହୁତ ଲମ୍ବା ଓ ଏ ମାଛ ନାକରେ ବହୁତ ଶାର୍ପ କଣ୍ଟା ରହିଅଛି | ଏ ମାଛ ବିପଦ ସଂକେତ ପାଇ ନିଜ ନାକ ଦ୍ୱାରା ସମସ୍ତଙ୍କୁ ଆହତ କରିଦିଏ | ଏ ମାଛର ନାକ ଏତେ ଶାର୍ପ ହୋଇଥାଏ କି କାହାକୁବି ଦୁଇଫାଳ କରିବାକୁ ସକ୍ଷ୍ଯମ ଅଟେ |
Puffer fish (ପୁଫର୍ ମାଛ)
puffer fish ନିଜ ଶରୀରକୁ ଫୁଲେଇ ଗୋଟେ ବଲ ଭଳିଆ କରିଥାଏ | ଏ ମାଛର ବହୁତ ପ୍ରଜାତି ହୋଇଥାନ୍ତି, ସେଇଥିରୁ କିଛି ପ୍ରଜାତିରେ ଜୀବନ ନେବା ବିଷ ମିଳିଥାଏ | ଏ ମାଛର ଦାନ୍ତ ବହୁତ ମଜବୁତ ଓ ଧାର ହୋଇଥାଏ | ଏ ମାଛ ଲୁହାକୁବି ଚୁବେଇବାରେ ସକ୍ଷ୍ଯମ ଅଟେ |