ଶାରୁକ ଖାଁ ,ପ୍ରିୟଙ୍କା ମଧ୍ୟ ଶୋକ ମନାଇଛନ୍ତି ଏହି ଫୂଟବଲ ଖେଳାଳି ପାଇଁ
RIP ଡିଏଗୋ ମାରାଡୋନା(Diego Maradona)
ହାଇଲାଇଟ
- ୬୦ ବର୍ଷ ମାରିଲେ ଡିଏଗୋ ମାରାଡୋନା
- ୨ସପ୍ତାହ ପୂର୍ବରୁ ହସ୍ପିଟାଲରେ ଚିକିତ୍ସିତ ହଉଥିଲେ
- ସେ ଅଧିକ ଆଲୋକହଲ ନେଉଥିଲେ
ବୁଧୁବାର ଦିନ ଶାରୁକ ଖାଁ ,ପ୍ରିୟଙ୍କା ଚୋପ୍ରା ,ରଣବୀର ସିଂ ,କରିନା କପୂର ଖାଁ ଏବଂ ଅନ୍ୟ ବୋଲିଉଡ଼ ସେଲିବ୍ରେତି ଶୋକ ମନାଇଛନ୍ତି ଫୂଟବଲ ଖେଳାଳି “ଡିଏଗୋ ମାରାଡୋନା “
ଡିଏଗୋ ମାରାଡୋନା ଜଣେ ମହାନ ଫୁଟବଲ ଖେଳାଳି ଥିଲେ |ସେ ବ୍ରାଜ଼ୀଲ ପାଇଁ ଖେଳୁଥିଲେ |ତାଙ୍କୁ ଏବେ ୬୦ ବର୍ଷ ହେଇଥିଲା |ମାରିବାର ୨ସପ୍ତାହ ପୂର୍ବରୁ ସେ ହସ୍ପିଟାଲରେ ଭର୍ତି ହେଇଥିଲେ | ଡାକ୍ତରଙ୍କ ସୂଚନା ଅନୁସାରେ ମାରାଡୋନାଙ୍କ ମୁଣ୍ଡରେ ରକ୍ତ ସଂଚାଳନ ଠିକସେ ହେଇପାରୁନଥିଲା ଓ ୨ସପ୍ତାହ ପୂର୍ବରୁ ତାଙ୍କର brain surgery ହେଇଥିଲା |ଏବେ ଡିଏଗୋ ମାରାଡୋନା ଦୁନିଆରେ ଆଉ ନାହାନ୍ତି |
୧୯୮୬ ମସିହାରେ ଡିଏଗୋ ମାରାଡୋନା ‘World Cup’ ଜିତିଥିଲେ
ମାରିବା ପୂର୍ବରୁ ଡିଏଗୋ ମାରାଡୋନାଙ୍କ ଶେଷ କଥା ଥିଲା ” I feel sick “
କିଙ୍ଗ-ଖାଁ ଶାରୁକ ଖାଁ ,ପ୍ରିୟଙ୍କା ଚୋପ୍ରା ,ରଣବୀର ସିଂ ,କରିନା କପୂର ଖାଁ ଏବଂ ଅନ୍ୟ ବୋଲିଉଡ଼ ସେଲିବ୍ରେତି ଶୋକ ମନାଇଛନ୍ତି |
ଶାରୁକ ଖାଁ ଟ୍ୱଇଟ କରିଛନ୍ତି “Diego Maradona….you made football even more beautiful. You will be sorely missed and may you entertain and enthrall heaven as you did this world. RIP.” |
ବିଗ ବସ ଶୋ ଯିବିଥିବା Sidharth Shukla ଟ୍ୱଇଟ ” I have known the game of football because of you……As a child I have always wanted to be Maradona…. but There can never be another you…..Your game will be missed….. #RIPMaradona “