ଅଗସ୍ତ୍ୟ ଯୈସ୍ୱଳ(Agastya Jaiswal)
ଅଗସ୍ତ୍ୟ ଯୈସ୍ୱଳ ହେଉଛନ୍ତି ପ୍ରଥମ ଇଣ୍ଡିଆନ ଯିଏକି ୧୪ବର୍ଷ ବୟସରେ ଗ୍ରାଜୁଏସନ ଶେଷ ଶେଷ କରିଛନ୍ତି |
ହାୟଦ୍ରାବାଦ ର ଅଗସ୍ତ୍ୟ ଯୈସ୍ୱଳ ହେଉଛନ୍ତି ପ୍ରଥମ ଇଣ୍ଡିଆନ ଯିଏକି ଗ୍ରାଜୁଏସନ ବି.ଏ ମାସ କମ୍ୟୁନିକେସନ(BA Mass Communication) ଏବଂ ଜର୍ନାଲଲିସମ ଡ଼ିଗ୍ରୀ(Journalism Degree) କେବଳ ୧୪ବର୍ଷ ବୟସରେ ଶେଷ କରିଛନ୍ତି | ପୂର୍ବରୁ ଅଗସ୍ତ୍ୟ ଯୈସ୍ୱଳ ତେଲେଙ୍ଗାର ପ୍ରଥମ ବାଳକ ଯିଏକି ୯ବର୍ଷ ବୟସରେ ଦଶମ ଶ୍ରେଣିରେ ୭.୫ ଜିପିଏ ମାର୍କ ରଖି ପାସ ହେଇଥିଲେ |
ଅଗସ୍ତ୍ୟ ଯୈସ୍ୱଳ ଗ୍ରାଜୁଏସନ ବି.ଏ ମାସ କମ୍ୟୁନିକେସନ ଏବଂ ଜର୍ନାଲଲିସମ ଡ଼ିଗ୍ରୀ ଅସମାନୀଆ ୟୁନିଭେରର୍ସିଟି(Osmania University) ରେ ଶେଷ କରିଛନ୍ତି କେବଳ ୧୪ବର୍ଷ ବୟସରେ ,ଯାହା ଏବେ ରେଜଲ୍ଟ ଅନୁସାରେ ଜଣାପଡ଼ିଛି |
ଅଗସ୍ତ୍ୟ ଯୈସ୍ୱଳ କହିଛନ୍ତି ” ସେ ହେଉଛନ୍ତି ପ୍ରଥମ ପିଲା ତେଲେଙ୍ଗାର ଦଶମ ଶ୍ରେଣୀ ପାସ କରିଥିଲେ ୯ବର୍ଷ ବୟସରେ ,୭.୫ ଜିପିଏ ସହିତ ଏବଂ ୧୧ବର୍ଷ ବୟସରେ ସେ +୨ ପାସ କରିଥିଲେ ୬୩% ମାର୍କରେ ” ଓ ୧୪ବର୍ଷ ବୟସରେ ଗ୍ରାଜୁଏସନ ଶେଷ କରିଛନ୍ତି | ତାଙ୍କ ସ୍କୁଲ ନାଁ ହେଉଛି “St. Mary’s college Yousufguda, Hyderabad” |
ଅଗସ୍ତ୍ୟ ନାସନାଲ ଲେବେଲ ଟେନିସ ପ୍ଲାଏର | ସେ a-z କେବଳ ୧.୭୨ ସେକେଣ୍ଡ ରେ ଟାଇପ କରିପାରନ୍ତି | ସେ ଏବେ MBBS କରିବାକୁ ଚାହାନ୍ତି |
ତାଙ୍କ ବାପା ଅଶ୍ବିନୀ କୁମାର ଯୈସ୍ୱଳ କହିଛନ୍ତି ” ପ୍ରତେକ ପିଲା ଭିତରେ କିଛି ନା କିଛି ଗୁଣ ରହିଅଛି |ପେରେଣ୍ଟସ ମାନଙ୍କ ଦାୟିତ୍ୱ ଯେ ସେମାନଙ୍କ ପିଲାର ସ୍ପେସିଆଲ ଗୁଣ ଖୋଜିବାକୁ ,ଦେଲେ ସେହି ପିଲା ଇତିହାସ ବନେଇବ |”
ତାଙ୍କ ମା କହିଛନ୍ତି ” ଅଗସ୍ତ୍ୟ ମୋତେ ଯେତେ ପ୍ରଶ୍ନ ପଚାରେ ,ମୁ ତାକୁ ସବୁ ଉତ୍ତର ପ୍ରାକଟିକାଲ ବୁଝାଇଦିଏ ,ଯାହାଫଳରେ ସେ ସବୁ ପ୍ରଶ୍ନର ଉତ୍ତର ଭଲ ସେ ପାଇଥାଏ |”