ଭୁଟାନର ସେଟଲାଇଟ spaceକୁ ଛାଡିବ ଭାରତ

Spread the love

ସେଟଲାଇଟ ସ୍ପେସ୍‌କୁ ଛାଡିବ ଇଣ୍ଡିଆ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କହିଛନ୍ତି ଇଣ୍ଡିଆ ଭୁଟାନ ସେଟଲାଇଟ ସ୍ପେସ୍‌କୁ ଛାଡିବ |”India opened its space sector for private enterprises.| ଇଣ୍ଡିଆ ସ୍ପେସ୍‌ ସେକଟରକୁ ପ୍ରାୟଭେଟ ଖୋଲିବେ | ଇସ୍ ର (ISRO -Indian Space Research Organisation) ଭୁଟାନର ସେଟଲାଇ ସ୍ପେସ୍ କୁ ଆଗ ବର୍ଷ ପଠେଇବ |ଏହା ପାଇଁ ଖୁବ ଜୋର ସେ କାମ ଚାଲିଅଛି |

ISRO to send Bhutan satellite in space next year: Modi
ISRO to send Bhutan satellite in space next year: Modi

“ଅନ୍ୟ ଭାରତୀୟ ମାନଙ୍କ ଭଳି , ମୋର ମଧ୍ୟ ଭୁଟାନ ବାସିନ୍ଦା ପ୍ରତି ଭଲ ପାଇବା,ସ୍ନେହ ,ଶ୍ରଦ୍ଧା ରହିଅଛି “| ପୃଥିବୀ ଭିତରେ ଯେତେ ଦେଶ ରହିଅଛି ,ସେଥିରୁ ଭୁଟାନ ଓ ଭାରତ ର ସମ୍ପକ ଅନ୍ୟତମ | ମୋଦି କହିଛନ୍ତି ଭୁଟାନ ବାସିନ୍ଦା ମାନଙ୍କୁ |   ‌

 ମୋଦି କହିଛନ୍ତି, ସେ ଖୁସି ଅଛନ୍ତି ୧୧,୦୦୦ ଟ୍ରାନସାକସନ ରୂପେ-କାର୍ଡ(RuPay card) ରେ ହେଇଅଛି ଏବଂ ସେ ସେକେଣ୍ଡ ଫେଜ ଲଞ୍ଚ କରିବେ ରୂପେ କାର୍ଡର  |    

ମୁଁ ଯେତେବେଳେ ଭୁଟାନ ଆସିଥିଲି ଫେଜ-୧ ରୂପେ କାର୍ଡ ଲଞ୍ଚ କରିଥିଲି ,ଏବେ ଫେଜ-୨ ରୂପେ କାର୍ଡ ଲଞ୍ଚ କରିବି | ଏବେ ଇଣ୍ଡିଆ ଓ ଭୁଟାନ ମଧ୍ୟରେ ଫୁଲ ଟାଇମ ପାର୍ଟନର ରୂପେ-କାର୍ଡ ରହିବ |

modi and  Lotay Tshering
Lotay Tshering and modi

ଭୁଟାନର ପ୍ରଧାନ ମନ୍ତ୍ରୀ Lotay Tshering କହିଛନ୍ତି ” ଭାରତ କୋଭିଡ-୧୯ ମହାମାରୀ ଭିତରୁ ଜଲଦି ଫେରିଆସୁ ” | 


Spread the love

Leave a Reply

Your email address will not be published. Required fields are marked *