କପିଲ ଶର୍ମା ବାପା ହେବାକୁ ଯାଉଛନ୍ତି
ପପୁଲାର କମେଡିଆନ ଏବଂ ଅଭିନେତା କପିଳ ଶର୍ମାଙ୍କ fans ମାନଙ୍କ ପାଇଁ ଭଲ ଖବର | କପିଳ ଶର୍ମାଙ୍କ ସ୍ତ୍ରୀ ଗିନି (Ginni Chatrath) ଜନ୍ମ ଦେବାକୁ ଯାଉଛନ୍ତି ଦ୍ୱିତୀୟ ସନ୍ତାନ | ସେ କପୁଲ ଜାନୁଆରୀ ୨୦୨୧ରେ ବାପା ମା ହେବାକୁ ଯାଉଛନ୍ତି | ତାଙ୍କର ପ୍ରଥମ ସନ୍ତାନ ଅନାୟାରା ଶର୍ମା କୁ (Anayra Sharma ) ୨୦୧୯ ରେ ଜନ୍ମ ଦେଇଥିଲେ |
ଅନାୟାରା ଏବେ ୧୧ ମାସର ଅଟେ | କିନ୍ତୁ ଏହି ଖବର ଉପରେ କପିଳ ଶର୍ମା ନିଜେ କିଛିବି କହିନାହାନ୍ତି | ରିପୋର୍ଟରୁ ଜନପଡିଛି , ଗିନି ଏବେ ଗର୍ଭବତି ଅଛନ୍ତି ଓ ସେ ଜାନୁଆରୀ ମାସରେ ତାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ | ରିପୋର୍ଟ ଅନୁସାରେ , କପିଳ ଶର୍ମାଙ୍କ ମା ମଧ୍ୟ ମୁମ୍ବାଇ ପଳେଇଆସିଛନ୍ତି ତାଙ୍କର ବହୂର ଯତ୍ନ ନେବାକୁ |
କାର୍ବାଚଉତରେ ଲଫଟୋର କ୍ଯୁଇନ ଭାରତୀ ସିଂ ତାଙ୍କ ଇଂନଷ୍ଟାଗ୍ରାମରେ ଲାଇବ ଆସିଥିଲେ, ଯାହାଫଳରେ ଗିନିଙ୍କୁ ପ୍ରେଗନେଣ୍ଟ ଥିବାର ଜଣାପଡ଼ିଥିଲା |