ଦୁନିଆରେ ଏମିତି ବି ଲୋକ ଅଛନ୍ତି ସେମାନେ ନିଜର କାମ ପାଇଁ ସାରା ଦୁନିଆରେ ଜଣା ଯାଆନ୍ତି | ସେମାନେ ଏମିତି କାମ କରିଥାନ୍ତି ଯେ ସେମାନଙ୍କ ନାଁ ଇତିହାସରେ ଲେଖାଯାଏ | ଏଭଳିଆ କିଛି କାମ ଆମେରିକାର ଏକ ଆର୍ଟ ପ୍ରଫେସସର କରିଦେଖେଇଛନ୍ତି | ସେ ଏମିତି ଏକ ଗଛ ଲଗେଇଛନ୍ତି ଯାଉଥିରେ ଗୋଟେ ନୁହଁ ,୨ଟା ନୁହଁ ,ପୁରା ଚାଳିଶ( ୪୦) ପ୍ରକାର ଫଳ ସେଇଥିରେ ହୁଏ | ଏ ଗଛକୁ ‘ଟ୍ରୀ ଅଫ ଫୋରଟି'(tree of 40) ନାଁ ରେ ବି ଜଣାଯାଏ | ଏ ଗଛକୁ ବନେଇଥିବା ପ୍ରଫେସର ନାଁ Van Aken (ଭାନ ଅକେନ ) |
2008 Van Aken ଗୋଟେ ବଗିଚା ଦେଖିଥିଲେ ଯଉଥିରେ ୨୦୦ପ୍ରକାର ଫଳ ଓ ଫୁଲ ରହିଥିଲା | ସେତେବେଳେ ଏ ବଗିଚା ପଇସା ଅଭାବରୁ ବନ୍ଦ ହଵାରଥିଲା ,ଏହା ଦେଖି ପ୍ରଫେସସର ବଗିଚାକୁ ଲିଜ଼ରେ ନେଇଥିଲେ |ପ୍ରଥମେ ସେ ଅଲଗା ଅଲଗା ୪୦ ପ୍ରକାରର ଲଗାଇଲେ ,ତାପରେ ସେ ୪୦ ଗଛର ଡାଳ ନେଇ ତାକୁ କୋଲାମି କରିଥଲେ ଆଉ ଗୋଟେ ଗଛରେ | ବର୍ତ୍ତମାନ ସେ ଗଛରେ ୪୦ ପ୍ରକାରର ଫଳ ହଉଅଛି |